Pages

Building Self-Reliant Families
Building a Stronger India

We provide training, raw materials, production support, market access & loyalty benefits.

1 2

Skill | Production | Market | Loyalty

We are with you, at every step.

Skill Development

Raw Material

Production Support

Buy-Back

Market & Sales

Loyalty Benefits

Our Impact

25,000+

Women Empowered

5,000+

SHGs Connected

150+

Training Programs

10,000+

Happy Customers

20+

States Presence

Trusted
Transparent
Quality
Technology
Women
Sustainable

Panchayat Coordinator





PDF କୁ ଡାଉନଲୋଡ କରିବା ପାଇଁ ଡାଉନଲୋଡ ବଟମ୍ କୁ ଛୁଅନ୍ତୁ।

୧.୧, ପରିଚୟ,
           ଲୋୟଲ ମହିଳା ମାନଙ୍କ ଆର୍ଥିକ ଓ ସାମାଜିକ ପରିସ୍ଥିତି କୁ ସୁଦୃଢ କରିବା ପାଇଁ, ନଭେମ୍ବର ମାସ ୬ ତାରିଖ ୨୦୧୬ ମସିହା ରେ, ଓଡିଶା ରାଜ୍ୟ ବଲାଙ୍ଗୀର ଜିଲ୍ଲାର ଆଗଲପୁର ବ୍ଲକ କୁଟାସିଂହା ଗ୍ରାମପଞ୍ଚାୟତ ଅନ୍ତର୍ଗତ, ସେମେଲମୁଣ୍ଡା ଗ୍ରାମ ରେ ( Livelihoods Of Yours Ambitious Life Trust ) LOYAL Trust ଲୋୟାଲ ଟ୍ରଷ୍ଟ ଅବସ୍ଥିତ, ଯାହାକି ଏକ ଚାରିଟେବୁଲ ଟ୍ରଷ୍ଟ ଅଟେ ।
୧.୨. ଲକ୍ଷ୍ୟ,
    ଭାରତୀୟ ଲୋକ ଅଧିକାଂଶ ଗ୍ରାମାଞ୍ଚଳରେ ବସବାସ କରନ୍ତି । ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ଦୁର୍ଵଳ ଥିବାରୁ ସ୍ବରୋଜଗାର ବାବଦକୁ ନ ଜାଣି ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି । ଏହି ଦାଦନ ଖଟିବାରେ ନିଜର ଧନ ଜିବନ ସହିତ ନିଜର ସମ୍ମାନ ମଧ୍ୟ ହରାଇ ଵସୁଛନ୍ତି । ଲୋୟଲ ଏମାନଙ୍କ ଆର୍ଥିକ ପରିସ୍ଥିତି କୁ ସୁଦୃଢ କରିବା ପାଇଁ ମହିଳା ମାନଙ୍କ ନିମନ୍ତେ ଆଜୀବିକା ଯୋଜନା ରେ ସ୍ବରୋଜଗାର ପାଇଁ ସକ୍ଷମ କରାଇ ତାଙ୍କ ନିଜ ଘରରେ ଦୁଇ ପଇସା ରୋଜଗାର କରାଇବା ର ଲକ୍ଷ୍ୟ ନେଇ କାର୍ଯ୍ୟ କରି ଆସୁଛି।
୧.୩. ପଞ୍ଚାୟତ ସଂଯୋଜକ ( Panchayat Coordinator )
 ଆନିମେଟର ମାନଙ୍କୁ ନେଇ ପଞ୍ଚାୟତ ସଂଯୋଜକ ଗୃପ ତଥା ଆନିମେଟର ମାନଙ୍କୁ ନେଇ ସମାଜର ମହିଳା ମାନଙ୍କ ଆର୍ଥିକ ଓ ସାମାଜିକ ପରିସ୍ଥିତି କୁ ସୁଦୃଢ କରିବା ରେ ପଞ୍ଚାୟତ ସଂଯୋଜକ ନିଜ ପଞ୍ଚାୟତ ର ଆଜୀବିକା ଓ ମହିଳା ଦଲ ର ସମସ୍ତ ପ୍ରକାର କଠିନ କାର୍ଯ୍ୟ କୁ ସହଯ କରାଇ ଦଲ ତଥା ଗ୍ରାମ ର ଉନ୍ନତି ରେ ସହଭାଗୀ ହୋଇଥାଏ ।
। 
୧.୪ ଯୋଗ୍ୟତା
୧. ପଞ୍ଚାୟତ ସଂଯୋଜକ ଏକ ମହିଳା ହୋଇଥିବା ଆବଶ୍ୟକ ( ଯଦି କୌଣସି ମହିଳା ଉପଯୁକ୍ତ ନାହିଁ। ସେହି ସ୍ଥାନରେ ପୁରୁଷ ଏହି କାର୍ଯ୍ୟ ପାଇଁ ନିଯୁକ୍ତି ହୋଇ ପାରିବେ । )
୨. ସେ ଭାରତୀୟ ନାଗରିକ ହୋଇଥିଵେ,
୩. ତାଙ୍କ ବୟସ ୪୫ ବର୍ଷ ରୁ ଅଧିକ ହୋଇନଥିଵ,
୪. ତାଙ୍କର ଶିକ୍ଷାଗତ ଯୋଗ୍ୟତା ଦଶମ ଶ୍ରେଣୀରେ ଉତ୍ତିନ୍ନ ହୋଇଥିବା ଆବଶ୍ୟକ, ( ଯଦି କୌଣସି ବ୍ୟକ୍ତି ୧୦ମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ନ ମିଳିଲେ PRE ଙ୍କ ଦାୟିତ୍ଵ ରେ ଯେ କେହି ନିଯୁକ୍ତି ହୋଇ ପାରିବେ । )
୫. ଭଲ ଲେଖାପଢ଼ା ସହିତ ଭଲ କଥାବାର୍ତ୍ତା କରିପାରୁଥିବା ଆବଶ୍ୟକ ।
୬. ସାଇକଲ କିମ୍ବା ମୋଟର ସାଇକେଲ ଚାଳନା କରିପାରୁଥିଵେ ।
୭. ସ୍ମାର୍ଟ ଫୋନ ଭଲଭାବରେ ଚାଳନା କରିପାରୁଥିଵେ।
୮. ସେ କୈ।ଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁନଥିବେ।
୯. ସେ ମହିଳା ମାନଙ୍କ କୈ।ଣସି ଦଲ  ର ପଦବୀ ରେ ନଥିବେ ।
୧୦. ମହିଳା ମାନଙ୍କ ପ୍ରତି ତାଙ୍କର ଭଲ ବ୍ୟବହାର ଥିବ।
୧୧. ସେ ସେହି ପଞ୍ଚାୟତ ର ବାସିନ୍ଦା ହୋଇଥିବା ଆବଶ୍ୟକ।
୧୨. ବିଧବା, ଛାଡ଼ପତ୍ର ପାଇଥିବା,ନିରିହ ମହିଳା, ତହସିଲ ଯୁକ୍ତ ଉପଯାତି ଏଵଂ ତହସିଲ ଯୁକ୍ତ ଯାତି ମାନଙ୍କ ମହିଳା ମାନଙ୍କୁ ଅଗ୍ର ଅଧିକାର ଦିଆଯିବ।
୨.  କାର୍ଯ୍ୟ
           ମହିଳା ମାନଙ୍କ ସମୁଲ ବିକାଶ ପାଇଁ ଲୋୟଲ ପଞ୍ଚାୟତ ସଂଯୋଜକ କାର୍ଯ୍ୟ କରିଥାଏ । ପଞ୍ଚାୟତ ସଂଯୋଜକ ପଞ୍ଚାୟତ ରେ ରହିଥିବା ଲୋୟଲ ଆନିମେଟର ମାନଙ୍କ ସହିତ ତାଙ୍କ ଦଳ ର ସମସ୍ତ ଅସୁବିଧା କୁ ସୁବିଧା କରାଇ ସମସ୍ତ ଙ୍କର ସଂଯୋଜକ ହୋଇଥାଏ । ଗ୍ରାମ ଅଞ୍ଚଳ ରେ ସରକାରୀ ବା ଵେସରକାରୀ ତରଫରୁ ଗଠନ କରାଯାଉଥିବା ବିଭିନ୍ନ ପ୍ରକାରର ମହିଳା ଦଲ କିମ୍ବା ଲୋୟଲ ତରଫରୁ ଗଠନ କରାଯାଉଥିବା ମହିଳା ଦଳ ର ସମୁଳ ବିକାଶ ପାଇଁ ପଞ୍ଚାୟତ ସଂଯୋଜକ ର କାର୍ଯ୍ୟ 
୨.୧,ଲୋୟଲ ପଞ୍ଚାୟତ ସଂଯୋଜକ ନିମ୍ନ ଲିଖିତ ସୋପାନରେ କାର୍ଯ୍ୟ କରିଥାଏ ।
୨.୧.୧, ପ୍ରଥମ ସୋପାନ -  ପଞ୍ଚାୟତ ସଂଯୋଜକ ନିଜ ଅଂଚଳର ମହିଳା ମାନଙ୍କ ଆର୍ଥିକ ଏଵଂ ସାମାଜିକ ପରିସ୍ଥିତି ର ଏକ ତାଲିକା ତିଆରି କରି ମହିଳା ମାନଙ୍କୁ ଏକ ଦଲ ରେ ଗଠନ କରିଥାଏ କିମ୍ବା ଲୋୟଲ ଆନିମେଟର ଠାରୁ ସୁଚନା ନେଇ ତାଲିକା ପ୍ରସ୍ତୁତ କରି PRE ପାଖକୁ ଏକ କବିତା ପଠାଇ ନିଜ ପାଖରେ ଏକ କବିତା ରଖିଥାଏ। ଯଦି ଦଲ ଆଗରୁ ଗଠନ ହୋଇଛି ତା ହେଲେ ଆନିମେଟର ଦ୍ଵାରା କେବଳ ତାଙ୍କର ଏକ ଵେଷ-ଲାଇନ ତିଆରି କରିଥାଏ । ଯାହାକୁ ଲୋୟଲ ର ଭାଷାରେ ( Loyal Primary Group List ) LPGL କୁହାଯାଏ ।
୨.୧.୧ (କ)  ସର୍ଭେ ନମୁନା ଦିଆଯାଇଛି।
୨.୧.୨ ଦ୍ଵିତୀୟ ସୋପାନ – ତାଲିକାରେ ଥିବା ସଦସ୍ୟା ମାନଙ୍କ ୧୦ ରୁ ୧୫ ପରସ୍ପର ପରିଚିତ ସଦସ୍ୟା ମାନଙ୍କ ଏକ ସାଧାରଣ ସଭା କରାଇ ସ୍ବୟଂ ସହାୟକ ଦଳ ଗଠନ ନିମନ୍ତେ ପ୍ରେରଣା ଦେବା । ଯାହାକି ଲୋୟଲ ର ଭାଷାରେ ( Loyal Primary Group Meeting ) LPGM କୁହାଯାଏ ।
୨.୧.୨ (ଖ)  ପ୍ରାରମ୍ଭିକ ସଭା ନମୁନା ଦିଆଯାଇଛି।
୨.୧.୩ ତୃତୀୟ ସୋପାନ – ଉକ୍ତ ଦଲର ନାମ କରଣ କରି ତାଙ୍କ ଦରକାରୀ ଯଥା ( ସଭା ଖାତା, ରୋକାଡ ବହି,ଚାନ୍ଦା ବହି ଓ ସିଲ୍ ମୋହର ) ତିଆରି କରି ବ୍ୟାଙ୍କ ସହିତ ସଂଯୋଗ କରାଇବା ସହିତ ଅଙ୍ଗନବାଡ଼ି କେନ୍ଦ୍ରରେ ପଞ୍ଜିକରଣ କରାଇବା। ଏହାକୁ ଲୋୟଲ ର ଭାଷାରେ ( Loyal Group Ready ) LGR କୁହାଯାଏ।
୨.୧.୩.(ଗ) ସଭା ଖାତା ସଭା ବିବରଣୀ ର ଅବିକଳ ନକଲ ।
୨.୧.୪ ଚତୁର୍ଥ ସୋପାନ – ତିଆରି ହୋଇଥିବା ଗୃପ କୁ ଲୋୟଲ ର ସମସ୍ତ ଦଲ କୁ ମିଳୁଥିବା ସୁବିଧା ସୁଯୋଗ କୁ ଦଲ କୁ ସଭା ରେ ଜଣାଇବା ( Loyal Supcription Group Meeting ) LSGM କରାଇ, ସେହି ତଥ୍ୟ ଅନୁସାରେ ସମସ୍ତ ଙ୍କ ସାମଗ୍ରୀ ଯୋଗାଇ ଦେଇଥାଏ।
୨..୧.୪ (ଘ) ନିଜ ର ଉପର ଅଧିକାରୀ ଙ୍କୁ ସଭା ରେ ଉପସ୍ଥିତ ର ଦସ୍ତଖତ ପ୍ରସିଣ୍ଡିଙ୍ଗ ନକଲ ।
୨.୧.୫, ପଞ୍ଚମ ସୋପାନ – ଲୋୟଲ ର ଅଧିକାରୀ ଙ୍କୁ ନେଇ ଦଲ ସହିତ ସଭା କରାଇ ଏକ ଗ୍ରାହକ ରାଜିନାମା ତିଆରି କରାଇବା । ଯାହା ଲୋୟଲ ର ଭାଷାରେ ( Loyal Supcription Agreement Meeting ) LSAM କୁହାଯାଏ । ଏହାକୁ ପଞ୍ଚାୟତ ସଂଯୋଜକ ସମସ୍ତଙ୍କ ରାଜିନାମା ସ୍ବାକ୍ଷର କରାଇ ଏକ ଫାଇଲ୍ ତିଆରି କରି ଓ ଇ ଫାଇଲ୍ ମଧ୍ୟ ତିଆରି କରି ଲୋୟଲ ଅଧିକାରୀ ଙ୍କୁ ଦେଇଥାଏ ।
୨୧.୬ (ଙ)  ସଭା ର ଅବିକଳ ନକଲ ସହିତ , ସପକ୍ରୀପସନ୍ ନମୁନା ଦିଆଯାଇଛି ।
୩. ପଞ୍ଚାୟତ ସଂଯୋଜକ - ଲୋୟଲ ଆନିମେଟର ଦଲ ର ଦାୟିତ୍ଵ ସହିତ ଲୋୟଲ ର ନିମ୍ନଲିଖିତ କାର୍ଯ୍ୟ ର ଦାୟିତ୍ଵ ନେଇଥାନ୍ତି ।
ନିଜ ଅଞ୍ଚଳ ରେ ୬୦ ଟି SHG ର ଦାୟିତ୍ଵ ଗ୍ରହଣ କରିଥାନ୍ତି ।
ତାଙ୍କ ସହଯୋଗ ପାଇଁ ଲୋୟଲ ତାଙ୍କୁ PRE ପ୍ରଦାନ କରିଥାଏ । ସେହି PRE ଙ୍କୁ ସମ୍ମାନ ଦେଇ ନିଜର କାର୍ଯ୍ୟ ର ବିବରଣୀ ଭାଗିଦାରୀ କରିପାରିବେ ।
ଦଲ ର ସମସ୍ତ ଖାତା ପତ୍ର ଦେଖିବା ସହିତ ଲୋୟଲ ର ସାମଗ୍ରୀ ବିକ୍ରୀ କରିବା ର ଦାୟିତ୍ଵ ।
ଲୋୟଲ ର ଅଧିକାରୀ ସହିତ ସମସ୍ତ ବିଷୟ ର ବିବରଣୀ ସମୟ ରେ ପ୍ରଦାନ କରିବାର ଦାୟିତ୍ବ ।
ଦରକାରୀ ଦଲ  ତାଲିମ ନେବାପାଇଁ ଇଛୁକ ହେଲେ ଉକ୍ତ ତାଲିମ ପାଇଁ ପ୍ରସ୍ତୁତ କରାଇବା ର ଦାୟିତ୍ଵ।
୪. ପଞ୍ଚାୟତ ସଂଯୋଜକ ପାରିଶ୍ରମିକ ଭତ୍ତା :
           ଲୋୟଲ ତରଫରୁ ପଞ୍ଚାୟତ ସଂଯୋଜକ କୁ ତାଙ୍କର ପାରିଶ୍ରମିକ ପାଇଁ ଭତ୍ତା ପ୍ରଦାନ କରାଯାଇଥାଏ।
୪.୧ ମାସିକ ଭତ୍ତା :- ଲୋୟଲ ତରଫରୁ Panchayat Coordinator କୁ ଟ ୧୫୦୦ ଙ୍କା ମାସିକ ଭତ୍ତା ଯୋଗାଇ ଦିଆଯାଏ। ଯଦି ଆନିମେଟର ତାଙ୍କର କାର୍ଯ୍ୟ ରେ ଅନୁପସ୍ଥିତ ରହିଲେ ଦିନକୁ ଟ ୫୦ ଙ୍କା ମିଲି ନ ଥାଏ ।
୪.୨ ସାମଗ୍ରୀ ବିକ୍ରୟ ର କମିଶନ୍ – ପଞ୍ଚାୟତ ସଂଯୋଜକ  ମାସକୁ ସାମଗ୍ରୀ ର କିଣା ବିକା ବ୍ୟବସାୟ କରିଲେ ୧% କମିଶନ୍ ଦିଆଯାଏ।
୪.୩ ଫୋନ ଭତ୍ତା –  ମାସିକ ପଞ୍ଚାୟତ ସଂଯୋଜକ ଫୋନ୍ କମ୍ପାନୀ ର ଦରକାରୀ  ରିଚାର୍ଜ ଦିଆଯାଇଥାଏ।
୪.୪ ପଞ୍ଚାୟତ ସଂଯୋଜକ ମାସିକ କାର୍ଯ୍ୟ ପାଇଁ କାଗଜ ଏବଂ କଲମ ଖର୍ଚ୍ଚ ବାବଦକୁ ଟ ୩୦ ଙ୍କା ଦିଆଯାଏ ।
୪.୫ ଯାତାୟତ ଖର୍ଚ୍ଚ ବାବଦକୁ ମାସକୁ ଟ ୨୦୦ ଙ୍କା ଦିଆଯାଏ ।
୫. ଛୁଟି ଦିନ
  ସରକାରୀ ତରଫରୁ ଯେତିକି ଛୁଟି ଏବଂ ଯେମିତି ସୁବିଧା ରହିଛି, ସେହି ସୁବିଧା ରେ ପଞ୍ଚାୟତ ସଂଯୋଜକ ଛୁଟି ଦିବସ ରହିଛି ।
୫.୧ ମାସର ପ୍ରତ୍ୟେକ ରବିବାର ଛୁଟି ଦିନ 
୫.୨ ମାସର ପର୍ବପର୍ବାଣୀ ରେ ଛୁଟି ଦିନ ଲୋୟଲ ତରଫରୁ ଦୁଇ ଦିନ ଆଗରୁ ଜଣାଇ ଦିଆଯିବ କି କେତେ ଦିନ ଛୁଟି ରହିବ।
୫.୩ ଗର୍ଭବତୀ ସମୟରେ ୩ ମାସର ଛୁଟି ଅଛି ଯାହା ଲୋୟଲ ତରଫରୁ ପରିସ୍ଥିତି କୁ ନେଇ ଦିଆଯାଏ।
୫.୪ ପୁରୁଷ ପଞ୍ଚାୟତ ସଂଯୋଜକ ପାଇଁ ତାଙ୍କ ସ୍ତ୍ରୀ ର ଗର୍ଭବତୀ ସମୟରେ ୧୫ ଦିନ ର ଛୁଟି ନେଇ ପାରିବେ ।
୬. Termination ଟରମିନେଶନ ( ସମାପ୍ତି )
        ପଞ୍ଚାୟତ ସଂଯୋଜକ ନିମ୍ନଲିଖିତ କାର୍ଯ୍ୟ ରେ  ଟରମିନେଟର ହୋଇଥାଏ।
୬.୧ ପ୍ରଥମ ସପ୍ତାହ ଭିତରେ ନିଜକ୍ଷେତ୍ର ର ବିବରଣୀ ନିଜ ଅଧିକାରୀ ନ ଜଣାଇଲେ କିମ୍ବା ୪ ସପ୍ତାହ ରେ ଜଣାଇବା ଜରୁରୀ। ( ତିନିମାସ କିମ୍ବା ୯୦ ଦିନ ର ବିବରଣୀ ନ ଜଣାଇଲେ ।)
୬.୨ ଯଦି ଦଲ ପ୍ରତି ଭଲ ବ୍ୟବହାର ନ ଦେଲେ।
୬.୩ ଲୋୟଲ ର ସାମଗ୍ରୀ ବିକ୍ରୀ ନ କଲେ ।
୬.୪ ଲୋୟଲ ର ନିୟମ ର ବିରୋଧ ରେ ଗଲେ ।
୬.୫ ଦଲର ୬୦% ତାଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଲେ।
୬.୬ ନିଜ କାର୍ଯ୍ୟ ରେ ୬୦% ଉପସ୍ଥିତ ନ ରହିଲେ ।
୭. ପଞ୍ଚାୟତ ସଂଯୋଜକ ବୀମା – ବୀମା କମ୍ପାନୀ ତରଫରୁ ପଞ୍ଚାୟତ ସଂଯୋଜକ କୁ ଦୃଘଟଣା ଜନିତ ମୃତୁ୍ ରେ ତାଙ୍କର ଉତ୍ତରାଧିକାରୀ ଙ୍କୁ ବୀମା ରାଶି ଟଙ୍କା ୫୦୦୦୦୦ ଙ୍କା  ମିଳିଥାଏ।
୮. କାର୍ଯ୍ୟ ସ୍ଥାନ – ପଞ୍ଚାୟତ ସଂଯୋଜକ ନିଜ ଘରରେ ରହି ନିଜ ଗ୍ରାମ ପଞ୍ଚାୟତ ମଧ୍ୟରେ କାର୍ଯ୍ୟ କରିଥାଏ ।
୯. କାର୍ଯ୍ୟ କରିବାର ସମୟ – ପଞ୍ଚାୟତ ସଂଯୋଜକ କୁ ଲୋୟଲ ତରଫରୁ ଆଦେଶ ପତ୍ର ନ ଯିବା ପ୍ରଯତ୍ନ ନିଜ ସ୍ଵାଧିନ ରେ କାର୍ଯ୍ୟ କରିଥାଏ।